You are here

Back to top

Madhushala (Paperback)

Madhushala Cover Image
Email or call for price

Description


କବିର ହୃଦୟ କେବଳ କବିର ନୁହେଁ । କବିର ହୃଦୟ ଅଙ୍କରେ ତ୍ରିକାଳ ଓ ତ୍ରିଭୁବନ ଶାୟିତ । ସୃଷ୍ଟି ଦୁଗ୍ଧପାନକାରୀ ଶିଶୁଟିଏ ପରି କ୍ରୀଡ଼ାରତ ଓ ପ୍ରଳୟ ଅବୋଧ ବାଳକଟିଏ ପରି ଦୁଷ୍ଟାମି କରୁଛି । କବିର ହୃଦୟ ପ୍ରାଙ୍ଗଣ, ଶୂନ୍ୟପଥର ସଂଗୀତ, ଅନିଳର ହସ ଓ ସମୁଦ୍ରର କ୍ରନ୍ଦନରେ ପ୍ରତିଧ୍ୱନିତ । ହୃଦୟ ମନ୍ଦିରରେ ଜୀବନମରଣ ଅବିରତ ଗତିରେ ନୃତ୍ୟରତ । ଏହିସବୁ କାରଣରୁ କବିର ହୃଦୟ ତରଳିବା ସହ ସମସ୍ତ ବିଶ୍ୱ ମାଦକ ମଦିରାରେ ପରିପ୍ଳାବିତ ହୋଇଉଠିଛି । ଜଳ ସ୍ଥଳ, ଗଗନ ପବନ, ଧରା ସମୁଦ୍ର, ସ୍ୱର୍ଗ ନର୍କ, ଜଡ ଚେତନ, ରାତି ଦିନ, ବନ ଉପବନ, ନଦୀ ତଡାଗ, ମିଳନ ବିରହ, ପ୍ରଣୟ ସଂଘର୍ଷ, ଆଶା ନିରାଶା, ଜନ୍ମ ମୃତ୍ୟୁ - ସମସ୍ତ ବସ୍ତୁ ଯେଉଁମାନଙ୍କ ଅସ୍ତିତ୍ୱ ଏହି ବିଶ୍ୱରେ ଅଛି, ସେ ସମସ୍ତ ଆଜି ମଧୁଶାଳା ମଧୁଶାଳା ପ୍ରତିଭାତ ହେଉଛି ।




Product Details
ISBN: 9781645601722
ISBN-10: 1645601722
Publisher: Black Eagle Books
Publication Date: March 18th, 2021
Pages: 86
Language: Oriya